ଗେଲଟୁଆ ପଞ୍ଚାୟତର ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ।

ଭଦ୍ରକ,(ବସୁନ୍ଧରା) : ଭଦ୍ରକ ବ୍ଲକ ଅନ୍ତର୍ଗତ ଗେଲଟୁଆ ଗ୍ରାମ ପଞ୍ଚାୟତ ହରିହର ନୋଡାଲ ସ୍କୁଲ୍ ପରିସର ରେ ଓଡ଼ିଶା ମୋ ପରିବାର ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିର କୁ ଗେଲଟୁଆ ଗ୍ରାମ ପଞ୍ଚାୟତର ସରପଞ୍ଚ ସରୋଜ କୁମାର ଦାସ ଙ୍କ ପରିଚାଳନା କରିଥିଲେ । ଗ୍ରାମ ପଞ୍ଚାୟତର ବିଭିନ୍ନ ଯୁବକ ଓ ଯୁବତୀ ମାନେ ଆସି ରକ୍ତଦାନ କରିଥିଲେ ଏହି ଶିବିର ରେ ପଚାଶ ୟୁନିଟ ଉର୍ଦ୍ଦ ରକ୍ତ ସଂଗ୍ରହ ହୋଇଥିଲା ଏହି ଶିବିର ଟିକୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟର କର୍ମୀ ମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.

eight + 19 =