ବିଏସଏସ (ବାଲେଶ୍ୱର)ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ ।

ଭଦ୍ରକ,(ବସୁନ୍ଧରା) :କରୋନା ସମୟରେ ସମ୍ମୁଖ ଗାଁ ଗରିବ ଲୋକମାନଙ୍କ ଅସୁବିଧାକୁ ଲକ୍ଷ କରି ବିଏସ୍ଏସ୍ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି।ଆଜି ବାଲେଶ୍ଵର ର ସାମାଜିକ ସଂଗଠନ ବି ଏସ୍ ଏସ୍ ପକ୍ଷରୁ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଆନ୍ଦୋଳା ପଞ୍ଚାୟତରେ ସମସ୍ତ ଦାରିଦ୍ର ସିମରେଖା ତଳେ ଥିବା ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା।ଗୋଟିଏ ପରିବାରକୁ ୧୦ କି.ଗ୍ରା ଅଟା , ୨୫ କି ଗ୍ରା ଚାଉଳ ସହିତ ସୋରିଷ ତେଲ , ସୋୟା ଏହି ଅବସରରେ ବାସୁଦେବପୁର ବ୍ଲକ ବିଜୁ ଯୁବ ଜନତା ଦଳର ସଭାପତି ଜଗବନ୍ଧୁ ଖିଲାର,ପ୍ରକଳ୍ପ ସଂଯୋଜକ ଚନ୍ଦ୍ରଶେଖର ପଣ୍ଡା, ପ୍ରଜେକ୍ଟ କୋଡ଼ିନେଟର ଜନ ୱିଲିୟମ ବାରିକ, ଦୀପାଞ୍ଜଳି ବଳ ପ୍ରମୁଖ ଉପସ୍ଥିତ ଥାଇ କିଟ୍ ବଣ୍ଟନ କରିଥିଲେ ।

Leave A Reply

Your email address will not be published.

5 × 4 =