ଜାତୀୟ ରାଜପଥକୁ ଅତିକ୍ରମ କଲେ ୨୫ ହାତୀ।

ଢେ଼ଙ୍କାନାଳ,(ବସୁନ୍ଧରା) :ଆଜି ପ୍ରାତଃ ପ୍ରାୟ ସକାଳ 6.10 ସମୟରେ ଢେଙ୍କାନାଳର ଓଡ଼ାପଡା ବ୍ଲକ ଅନ୍ତର୍ଗତ ହଳଦିଆବାହଲ ଗ୍ରାମ ନିକଟବର୍ତ୍ତି ଗ୍ରାମ ଦେଇ 25 ଟି ହାତୀ 2ଟି ଦଳ ହୋଇ ରାଜପଥ 55 କୁ ଅତିକ୍ରମ କରୁଥିଲେ ।ହାତୀମାନେ ନିକଟବର୍ତ୍ତୀ ଜଙ୍ଗଲରୁ ଚାଲିଆସିଥିବା ର ଅନୁମାନ କରାଯାଏ । ଆଗପଛ ହୋଇ 2ଟି ଦଳରେ ସମୁଦାୟ25 ଟି ହାତୀ ରାଜପଥ କୁ ଅତିକ୍ରମ କରିଥିଲେ । ବିଳମ୍ବରେ ହେଲେ ମଧ୍ୟ ବନବିଭାଗର ଅଧିକାରୀମାନେ ଆସି ଘଟଣା ସ୍ଥଳରେ ପହଞ୍ଚି ହତିପଲଙ୍କୁ ଜଙ୍ଗଲ ଆଡକୁ ଅଡାଇ ଥିଲେ ।

Leave A Reply

Your email address will not be published.

nineteen + 3 =