ଟ୍ରେନରେ ଯାତ୍ରା କରୁଥିବାବେଳେ ଶିଶୁ ପୁତ୍ର ଜନ୍ମ, ଅଧିକ ଚିକିତ୍ସା ପାଇଁ କ୍ୟାପିଟାଲ୍‌ ହସ୍‌ପିଟାଲକୁ ପଠାଇଲା ଆରପିଏଫ୍‌ ।

ଭୁବନେଶ୍ୱର (ବସୁନ୍ଧରା): ଚଳନ୍ତା ଟ୍ରେନରେ ଶନିବାର ଜଣେ ମହିଳା ଶିଶୁୁତ୍ର ଜନ୍ମ ଦେଇଛନ୍ତି । ଉକ୍ତ ଗର୍ଭବତୀ ମହିଳା ଜଣଙ୍କ ଟ୍ରେନରେ ଯାତ୍ରା କରୁଥିବାବେଳେ ଶିଶୁ ପୁତ୍ରକୁ ଜନ୍ମ ଦେବା ପରେ ତାଙ୍କୁ ମେରିସାହେଲି ଟିମ୍‌ର ସଦସ୍ୟମାନେ ସେବା କରିଥିଲେ । ଆୟାସା ଖଟୁନୁ ନାମକ ମହିଳା ଜଣଙ୍କ ଶିଶୁ ପୁତ୍ର ଜନ୍ମ ଦେବା ପରେ ତାଙ୍କୁ ପ୍ରଥମେ ରେଲେୱ ଡାକ୍ତର ଏବଂ ଷ୍ଟାଫ୍‌ ଚିକିତ୍ସା କରିଥିବାବେଳେ ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ କ୍ୟାପିଟାଲ୍‌ ହସ୍‌ପିଟାଲକୁ ପଠାଇଥିଲା ଆରପିଏଫ୍‌ ।

Leave A Reply

Your email address will not be published.