ଢେଙ୍କାନାଳ ଲକ୍ଷ୍ମୀ ବଜାର ଠାରେ ନୂତନ Man store ର ଶୁଭ ଉଦଘାଟନ।

ଢେ଼ଙ୍କାନାଳ,(ବସୁନ୍ଧରା): ଢେଙ୍କାନାଳ ଲକ୍ଷ୍ମୀ ବଜାର ଠାରେ ଶୁଭ ଉଦ୍ଘାଟିତ ହୋଇଯାଇଛି man store ।ଏହାକୁ ଉଦଘାଟନ କରିଥିଲେ ଜୟ ପ୍ରକାଶ ମନ୍ଦୋତୀୟ। ଯାହାର ଓନର ହେଉଛନ୍ତି ବବିତା ମନ୍ଦୋତୀୟ ଏବଂ ପୁଅ ପବନ ମନ୍ଦୋତୀୟ ।

ଏହା ଢେଙ୍କାନାଳର ଏକ ସର୍ବୋକୃଷ୍ଟ ଷ୍ଟୋର ରୂପେ କାର୍ଯ୍ୟକରିବ ବୋଲି ଆଶା ପ୍ରକାଶ କରାଯାଇଛି । ଏଥିରେ ବିଭିନ୍ନ ବଡ ବଡ ବ୍ରାଣ୍ଡ ର ଡ୍ରେସ ଉଚିତ ମୂଲ୍ୟରେ ଉପଲବ୍ଧ ଅଟେ । ଅତିଥୀଙ୍କ ସହ ଚିତୋଟିୟା, ରାଜୀବ ଅଗ୍ରୱାଲ, ବିଜୟ ଲଖନ ପ୍ରମୁଖ ଉପସ୍ଥିତ ଥିଲେ ।

ଏହାର ଅନୁଗୁଳ ରେ ଦୁଇଟି ଓ ତାଳଚେର ରେ ଦୁଇଟି ଷ୍ଟୋର ଆଗରୁ ଖୋଲାଯାଇଥିଲା । ଢେଙ୍କାନାଳରେ ଏହା ପଞ୍ଚମ ସ୍ଥାନ ରୂପେ ଶୁଭ ଉଦ୍ଘାଟିତ ହୋଇଯାଇଛି ।

Leave A Reply

Your email address will not be published.

2 × one =