ରିଲିଫ ବଣ୍ଟନରେ ବଡ଼ ଧରଣର ଘୋଟାଲା , ପ୍ରତିବାଦରେ ସରପଞ୍ଚଙ୍କ ସ୍ଵାମି ଗ୍ରାମବାସି ମୁହଁ। ମୁହିଁ ।

ବାସୁଦେବପୁର,(ବସୁନ୍ଧରା): ବାସୁଦେବପୁର ବ୍ଲକରେ ବାତ୍ୟା ସମୟରେ ଶୁଖିଲା ଖାଦ୍ୟ ବଣ୍ଟନ ରେ ଅନିୟମିତତା ଦେଖିବାକୁ ମିଳିଛି । ଖବର ଅନୁସାରେ ବାସୁଦେବପୁର ବ୍ଳକ ବିନୋଭାବେ ନଗର ପଞ୍ଚାୟତ ରେ ବାତ୍ୟା ୟାସ ସମୟ ରେ ଲୋକ ମାନଙ୍କ ପାଇଁ ଆସିଥିବା ଚୁଡ଼ାକୁ ନେଇ ଗ୍ରାମ ବାସି ଅଭିଯୋଗ ଆଣିଛନ୍ତି କି ସରପଞ୍ଚ ଙ୍କ ସ୍ଵାମି ଓ ତାଙ୍କ ସମର୍ଥକ ବାତ୍ୟା ରେ ଆସିଥିବା ଚୁଡ଼ାକୁ ସମ୍ପୂର୍ଣ୍ଣ ନବାଣ୍ଟି ଲୁଚାଇ ରଖିଥିଲେ । ଏ ନେଇ ସରପଞ୍ଚ ଙ୍କ ସ୍ଵାମି ଗ୍ରାମବାସିଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ଲାଗିଥିଲା । ପରବର୍ତ୍ତି ସମୟ ସେମାନଙ୍କୁ ଚୁଡ଼ା ଦିଆଯାଇଥିଲା , ଜାହା କି ଖାଇବା ଉପଯୋଗି ନୁହେଁ ଓ ସ୍ୱଳ୍ପପରିମାଣ ବୋଲି ଗ୍ରାମବାସି ଅଭିଯୋଗ କରିଛନ୍ତି । ଅପରପକ୍ଷରେ ସରପଞ୍ଚ ଙ୍କ ସ୍ଵାମି ପ୍ରତିକ୍ରିୟା ରେ କହିଛନ୍ତି ମହିଳା ଗୃପ ମାନେ ଚୂଡ଼ା ବଣ୍ଟନ ଦାଇତ୍ଵରେ ଥିଲେ ସେମାନେ ବାଣ୍ଟି ନ ଥିବାରୁ ଆମେ ବାଣ୍ଟୁଛୁ ।

Leave A Reply

Your email address will not be published.