ଅଭିଷେକଙ୍କ ଆଶୁ ଆରୋଗ୍ୟ କାମନା କରି ନିଜ ଗ୍ରାମରେ ପ୍ରଦିପ ପ୍ରଜ୍ୱଳନ କରିଲେ ଗ୍ରାମବାସି ।

ଵାସୁଦେବପୁର,(ବସୁନ୍ଧରା) : ଯୁବ ଇଞ୍ଜିନିୟର ଅଭିଷେକ ମହାପାତ୍ର ବିବାହର କିଛି ଦିନ ପରେ କରୋନା ରେ ଆକ୍ରାନ୍ତ ହୋଇ କଳିଙ୍ଗ ହଳ୍ପିଟାଲରେ ଚିକିତ୍ସିତ ହୋଉଥିଲେ ।ତାଙ୍କ ସ୍ୱାସ୍ଥ ଅବସ୍ତା ରେ ପରିବର୍ତ୍ତନ ନ ଆସିବାରୁ ତାଙ୍କ ଇକମୋ ଟ୍ରିଟେମେଣ୍ଟ ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ହେଲେ ଏଥିପାଇଁ ଅର୍ଥ ସାଝିଥିଲା ବାଧକ । ଅଭିଷେକଙ୍କ ସ୍ତ୍ରୀ ଓ ମା ଓଡ଼ିଶା ବାସି ଙ୍କୁ ନିବେଦନ କରିବା ପରେ ବହୁ ସଂଖ୍ୟାରେ ବଦାନ୍ୟ ବ୍ୟକ୍ତି ଅର୍ଥ ସାହାର୍ଯ୍ୟ କରିଥିଲେ । ଗତକାଲି ଏୟାର ଆମ୍ବୁଲାନସ ସାହାର୍ଯ୍ୟ ରେ ତାଙ୍କୁ କଲିକତା ନିଆଯାଇଥିଲା । ଆଜି ସାବିତ୍ରୀ ବ୍ରତ ରେ ଅଭିଷେକଙ୍କ ସ୍ତ୍ରୀ ମୌସୁମି ଅଭିଷେକଙ୍କ ଦିର୍ଘୟୁ କାମନ କରି ବ୍ରତ ରଖିଥିଲେ | ଅନ୍ୟପଟେ ଅଭିଷେକଙ୍କ ଗ୍ରାମ ବାସୁଦେବପୁର . ପୌରପାଳିକା ମନ୍ଦାରୀ ଗ୍ରାମରେ ବିଭିନ୍ନ ମନ୍ଦିର ରେ ଗ୍ରାମବାସି ମାନେ ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ଅଭିଷେକଙ୍କ ଅଶୁ ଆରୋଗ୍ୟ କାମନା କରିଥିଲେ । ଆସନ୍ତୁ ଗ୍ରାମବାସି କଣ କହୁଛନ୍ତି ଶଣିବା । ଅଭିଷେକଙ୍କ ସ୍ତ୍ରୀ ମୌସୁମି ରାଜ୍ୟ ବାସିଙ୍କୁ ଅନୁରୋଧ କରିଛନ୍ତି ତାଙ୍କ ସ୍ଵାନଙ୍କ ଚିକିତ୍ସା ବାୟ ବହୁଳ ହୋଇଥିବାରୁ ରାଜ୍ୟ ବାସି ଅର୍ଥକ ସହଯୋଗ ଯେତେ ସମ୍ଭବ କରିବା ପାଇଁ ନିବେଦନ କରିଛନ୍ତି

Leave A Reply

Your email address will not be published.