ସରକାରର ଙ୍କ କୋଭିଡ ନିୟମ କୁ ମାନୁନାହାନ୍ତି ଲୋକେ ।

କଳାହାଣ୍ଡି (ବସୁନ୍ଧରା) କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଳକରେ ଦ୍ଵଖିବାକୁ ମିଳିଛି ,କ୍ରୋନାକୁ ବେଖାତିର କରୁଥିବା ଏକ ଅଭାବନୀୟ ଦୃଶ୍ୟ , କରୋନା ମହାମାରୀ ସମଗ୍ର ଜିଲ୍ଲା କୁ ଭୟର ଆତଙ୍ଗ ଖେଳାଉ ଥିବା ବେଳେ , ସରକାର ଆମ ମାନଙ୍କ ଜିବନ କୁ ସୁରକ୍ଷା ଓ ସଚେତନ୍ ରହିବାପାଇଁ ମାସ୍କ ଓ ସାମାଜୀକ ଦୂରତା ନିୟମକୁ ମାନି ରହିବାକୁ ହେଲେ ,ଏଠି ଫେଲମାରିଛି କୋଭିଡ କଟକଣା ।

ଏକ ପିକପ୍ ଭେନ୍ ଗାଡି ଟି ,ମ ରାମପୁର ମାଣେକେରା ଦେଇ ଲୁବେନ ଗଡ ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ଯାଉଥିବା ବେଳେ ଉକ୍ତ ପିକପ ଭେନ ରୁ ଚାଳିଶ ରୁ ଉର୍ଦ୍ଧ୍ୱ ପୁରୁଷ ମହିଳା କୁ ଦେଖିବାକୁ ମିଳିଥିଲା । ଵିଶେଷ ସୂତ୍ରରୁ ଖବର ପାଇ ,ମ ରାମପୁର ପୋଲିସ ଚେକିଙ୍ଗ ପୋଷ୍ଟରେ ପିକପ ଭେନଟି କୁ ଅଟକାଇ ,

ପୋଲିସ ପ୍ରସାସନ ପୁରୁଷ ମହିଳା ମାନଙ୍କୁ ସଚେତନ କରିଥିଲେ ମଧ୍ୟ ମାନିନଥିଲେ ଅମାନିଆ ଲୋକେ, ଏଥି ପ୍ରତି ଚେକିଙ୍ଗର୍ ବ୍ୟବସ୍ତା , ଏହି ଅଞ୍ଚଳରେ କଢା କଢ଼ି କରିବାସହ ,ବିନା ଲାଇସେନ୍ସ ରେ ଛୋଟ ଛୋଟ ଛୁଆ ମାନେ ବିଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣା ହେଉଥିବାର ଦୃଶ୍ୟ ନଜରକୁ ଆସୁଛି , ଦୁର୍ଘଟଣା ଗ୍ରସ୍ତକୁ ରୋକିବା ଲାଗି ଅଞ୍ଚଳ ବାସୀ ଜନସାଧରଣରେ ଦାବି କରି ଆସୁଛନ୍ତି ।

କଲହାଣ୍ଡିରୁ ନୃପରାଜ ସାହୁଙ୍କ ରିପୋର୍ଟ ବସୁନ୍ଧରା ନିୟୁଜ ଓଡିଶା ।

Leave A Reply

Your email address will not be published.