ଅଘୋଷିତ ବିଦ୍ୟୁତ କାଟକୁ ଭାଜପା ବିରୋଧ ।

ବାସୁଦେବପୁର,(ବସୁନ୍ଧରା): ଅଘୋଷିତ ବିଦ୍ୟୁତ କାଟକୁ ବିରୋଧ କରି ଭାଜପା ଜିଲ୍ଲା ଉପ ସଭାପତି ଉଦୟ ନାରାୟଣ ମଲ୍ଲିକଙ୍କ ନେତୃତ୍ୱରେ ବାସୁଦେବପୁର ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଦ୍ୟୁତ ବିଭାଗର କନିଷଠଯନ୍ତ୍ରୀଙ୍କୁ ଏକ ଦାବିପତ୍ର ଦିଆଯାଇଛି । ବାସୁଦେବପୁର ଅଞ୍ଚଳରେ ଦିନକୁ ଦିନ ଅଘୋଷିତ ବିଦ୍ୟୁତ କାଟ ବଢି ଚାଲିଛି । ଏହାକୁ ବିରୋଧ କରି ଆଜି ଭାଜପା ପକ୍ଷରୁ ଏକ ଦାବି ପତ୍ର ବିଦ୍ୟୁତ ବିଭାଗିର ଅଧିକାରୀଙ୍କୁ ଦେଇଥିଲେ ।

Leave A Reply

Your email address will not be published.