କପିଳାସ ଚିଡିଆଖାନା ମଧ୍ୟରେ ହାତୀ ଛୁଆ ହିରୋର ମୃତ୍ୟୁ।

ଢେଙ୍କାନାଳ,(ବସୁୁନ୍ଧରା) :ଆଜି ଢେଙ୍କାନାଳର କପିଳାସ ଚିଡିଆଖାନା ମଧ୍ୟରେ ଥିବା ହାତୀଛୁଆ ହିରୋର ଅଚାନକ ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ହୀରୋକୁ 4ବର୍ଷ ବୟସ ହୋଇଥିଲା । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

ten + 7 =