୩ଟି ସ୍ଥାନରେ ଅଣ୍ଡର ପାସ୍ ପାଇଁ କର୍ତ୍ତୁପକ୍ଷଙ୍କ ସହ ସାଂସଦଙ୍କ ବୈଠକ |

ଭଦ୍ରକ: ଜନସାଧରଣଙ୍କ ସୁରକ୍ଷା ଓ ସୁବିଧା ପାଇଁ ୧୬ ନମ୍ବର ଜାତୀୟ ରାଜପଥର ତ୍ରିଶଳପୁର ଛକ, ଚରମ୍ପା କଲେଜ ଛକ ଓ ଚରମ୍ପା ଆଇଟିଆଇ କେନାଲ ରୋଡ଼ ଛକ ଠାରେ ଅଣ୍ଡର ପାସିଂ ନିର୍ମାଣ ପାଇଁ ଦାବି ରଖଲେ ସାଂସଦ ମଞ୍ଜୁଲତା ମଣ୍ଡଳ | ଏଥିସହ ଭଦ୍ରକ ମେଡିକାଲରେ ଅକ୍ସିଜେନ ପ୍ଲାଣ୍ଟ ନୀର୍ମାଣ । ଏନେଇ ଆଜି ସାଂସଦଙ୍କ ବାସଭବନରେ ଜାତୀୟ ରାଜପଥ କର୍ତ୍ତୁପକ୍ଷ ସମେତ ସିଡିଏମଓଙ୍କ ଉପସ୍ଥିତିରେ ଏକ ଆଲୋଚନା ହୋଇଛି |

Leave A Reply

Your email address will not be published.

14 − 4 =