ବଦଳିଲେ ବିଏମସି କମିଶନର ।

ଭୁବନେଶ୍ୱର,(ବସୁନ୍ଧରା): କରୋନା ସମୟରେ ବଦଳିଲେ ବିଏମସି କମିଶନର । ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ଜିଏ ବିଭାଗର ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି । ଶ୍ରୀ ଚୌଧୁରୀଙ୍କ ସ୍ଥାନରେ ନୂଆ ବିଏମସି କମିଶନର ହୋଇଛନ୍ତି ସଞ୍ଜୟ ସିଂହ ।

Leave A Reply

Your email address will not be published.