ପବିତ୍ର ରମଜାନ ରେ ପ୍ରଶାସନ ନିୟମ କୁ ପାଳନ କରିବା।

କଟକ,(ବସୁନ୍ଧରା):କରୋନା କୁ ହରେଇବାକୁ ହେଲେ ଆମ ସମସ୍ତଙ୍କୁ ସରକାରଙ୍କ ସମସ୍ତ ନିର୍ଦ୍ଦେଶ କୁ ପାଳନ କରିବାକୁ ହେବ।କାରଣ ନିଜେ ସୁରକ୍ଷିତ ରହିଲେ ହିଁ କରୋନା କୁ ନିୟନ୍ତ୍ରଣ/ରୋକାଯାଇପାରିବ । ସମସ୍ତ ମୁସଲମାନ ଭାଇ ଓ ଭଉଣୀ ଙ୍କ ପାଇଁ ରମଜାନ ମାସ ଏକ ବେଶେଷ ପୁଣ୍ୟ କମାଇବା ର ମାସ । କନ୍ତୁ କାରୋନା ମାରାତ୍ମକ ସମୟରେ ଆମକୁ ସରକାରଙ୍କ ନିୟମ ପାଳନ କରିବା ,ତାଲା ବନ୍ଦ ରେ ଉପବାସ ରଖିବା ଓ ଇବାଦତ କରିବା ପାଈଁ ଅନେକ ସମୟ ମିଳିଛି ତେଣୁ ଏହାକୁ ସୁଯୋଗ ମାନି ଘରେ ରହି ଇବାଦତ କରିବା ପାଇଁ ନିବେଦନ କରିଛନ୍ତି ବିଜୁଛାତ୍ରଜନତା ଦଳ ସାଲେପୁର ର ସାଧାରଣ ସମ୍ପାଦକ ମହମ୍ମଦ ଇଜ଼ହାର
ଏହା ବ୍ୟତୀତ ତାଲା ବନ୍ଦ ରେ ମାନ୍ୟବର ବିଧାୟକ ଙ୍କ ଦ୍ଵାରା ଜାରି କରାଯାଇଥିବା ସାଲେପୁର ବିଧାନସଭା କ୍ଷେତ୍ର ର ଲୋକଙ୍କ ପାଇଁ ଟ୍ଵିଟର ମେସଜ ସେବା ୨୪*୭ ଘ ପାଇଁ ମାନ୍ୟବର ବିଧାୟକ ଙ୍କୁ ଧନ୍ୟବାଦ ଜଣାଇଛନ୍ତି *ମହମ୍ମଦ ଇଜ଼ହାର* ।

Leave A Reply

Your email address will not be published.

3 × three =