ଢେଙ୍କାନାଳର ଯୁବମୋର୍ଚ୍ଚା ତରଫରୁ VC ମାଧ୍ୟମରେ ବୈଠକ ଅନୁଷ୍ଠିତ।

ଢେ଼ଙ୍କାନାଳ,(ବସୁନ୍ଧରା):ଆଜି ଢେଙ୍କାନାଳ ଜିଲ୍ଲା ଯୁବମୋର୍ଚ୍ଚା ର ଏକ ବୈଠକ VC ମଧ୍ୟମରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ରାଜ୍ୟ ସାଧାରଣ ସମ୍ପାଦକ ପ୍ରିୟ ଦୀପକ ଗୋଛାୟାତ ଭାଇ ଯୋଗ ଦବା ସହିତ ଜିଲ୍ଲାରେ କିଭଳି ଭାବେ ଏଇ କୋଭିଡ ଦ୍ୱିତୀୟ ଲହର “ସେଵା ହିଁ ସଙ୍ଗଠନ” ସେବା କାର୍ଯ୍ୟ କୁ ଆଗକୁ ନେବା ଓ କୋଭିଡ ଯେତେବେଳେ ତାର ଭୟାବହ ରୂପ ଦେଖାଉଛି ଏହି ସମୟରେ କେମିତି ଭାରତୀୟ ଜନତା ଯୁବମୋର୍ଚ୍ଚା ଢେଙ୍କାନାଳ ଜିଲ୍ଲା ଲୋକ ମାନଙ୍କୁ ସଚେତନ ଓ ଯଥା ସମ୍ଭବ ସାହାଯ୍ୟ ର ହାତ ବଢ଼ାଇବା ସେ ବିଷୟରେ ଆଲୋଚନା କରାଯାଇଥିଲା |

Leave A Reply

Your email address will not be published.