ସ୍ଥଗିତ ହେଲା ଆଇପିଏଲ।

ନୂଆଦିଲ୍ଲୀ,(ବସୁନ୍ଧରା):କରୋନା ସଂକ୍ରମଣ ପାଇଁ ଚଳିତ ବର୍ଷର ଆଇପିଏଲକୁ ବାତିଲ କରାଯାଇଛି । ଏନେି ବିସିସିଆଇ ପକ୍ଷରୁୁ ସୁଚନା ଦିଆଯାଇଛି । ଆଜି ଏହି ସଂକ୍ରାନ୍ତରେ ଏଏନଆଇ କୁ ବିସିଯସିଆଇର ଉପସଭାପତି ରାଜୀବ ଶୂକ୍ଲା ସୁଚନା ଦେଇଛନ୍ତି । ଏକାଧିକ ଖେଳାଳୀ କରୋନା ଦ୍ୱାରା ସଂକ୍ରମିତ ହେବାପରେ ଏହି ବଡ ନିଷ୍ପତି ନିଆଯାଇଛି । ଖେଳାଳୀଙ୍କ ବ୍ୟତୀତ ଅନେକ ଅଫିସିଆଲ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.