ଲକଡାଉନ ସମୟରେ ରାଜ୍ୟର ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ।

ଭୁବନେଶ୍ୱର,(ବସୁନ୍ଧରା): ରାଜ୍ୟରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଲକଡାଉନ ଲାଗୁ କରିଛନ୍ତି ସରକାର । କିନ୍ତୁ ଲକଡାଉନ ସମୟରେ ରାଜ୍ୟର ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ । କିନ୍ତୁ ଆହାର କେନ୍ଦ୍ରରେ ଖାଇବା ମନା ହୋଇଛି । ଆହାର କେନ୍ଦ୍ରରେ କେହି ନ ଖାଇ କେବଳ ପାର୍ସଲ ନେଇପାରିବେ ବୋଲି କୁହାଯାଇଛି ।

ଅନ୍ୟପଟେ ଆଇଆଇଟି ଓ ଆଇଆଇଏମ ଭଳି କେନ୍ଦ୍ର ସରକାରଙ୍କ ଶିକ୍ଷାନୁଷ୍ଠାନରେ ହଷ୍ଟେଲ ଖୋଲା ରହିବ । ସେହିପରି ପିପିଲି ନିର୍ବାଚନ ସମ୍ପର୍କିତ ସମସ୍ତ କାର୍ଯ୍ୟ ଚାଲୁ ରଖିବାକୁ ଅନୁମତି ଦିଆଯାଇଛି ।

Leave A Reply

Your email address will not be published.

sixteen + three =