ଜଙ୍ଗଲୀ ମାଂସ ସହ ଦୁଇ ଶିକାରୀ ଗିରଫ।

ଢେ଼ଙ୍କାନାଳ,(ବସୁନ୍ଧରା): ଆଜି ଗଁଦିଆ ବ୍ଲକ ଅନ୍ତର୍ଗତ କପିଳାସ ଜଙ୍ଗଲରୁ ବନବିଭାଗ କର୍ମଚାରୀଙ୍କ ଦ୍ୱାରା ଦୁଇ ଶିକାରୀ ଜଙ୍ଗଲୀ ମାଂସ ସହ ଗିରଫ ହୋଇଛନ୍ତି । ଗିରଫ ହୋଇଥିବା ବ୍ୟକ୍ତି ଦୁଇଜଣ ହେଲେ ରବିନାରାୟଣ ବେହେରା(୬୨) ଏବଂ ରଜତ କୁମାର ବେହେରା(୩୨) । ଉଭୟ ଗଁଦିଆ ର ବାସିନ୍ଦା ବୋଲି ଜଣାପଡିଛି । ଗିରଫ ହେବା ସମୟରେ ଉଭୟଙ୍କ ଠାରୁ ଏକ ଦେଶୀ ବନ୍ଧୁକ, ଗୋଟେ ହିରୋ ପାସିଓନ ଗାଡ଼ି(OD06 A 6455), 10 କେଜିର ଜଙ୍ଗଲି ପଶୁ ମାଂସ ଏବଂ ଏକ ଚାପଡ଼ ଜବତ କରାଯାଇଛି ।

Leave A Reply

Your email address will not be published.

20 − 12 =