ରାଜ୍ୟରେ ଆଜି ୮,୬୮୧ କରୋନା ପଜିଟିଭ ଚିହ୍ନଟ ।

ଭୁବନେଶ୍ୱର,(ବସୁନ୍ଧରା): ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି । ଏହାରି ମଧ୍ୟରେ ଆଜି ବି ଓଡିଶାରେ ସଂକ୍ରମଣ ସଂଖ୍ୟା ୮ ହଜାର ଟପିଛି । ରାଜ୍ୟରେ ଆଜି ୮,୬୮୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୦୮ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।

Covid-19 Report For 29th April

New Positive Cases: 8681
In quarantine: 4948
Local contacts: 3733

(Details of local contacts will be shared by concerned Dist Administration)

District Wise Cases:

  1. Angul: 419
  2. Balasore: 155
  3. Bargarh: 423
  4. Bhadrak: 103
  5. Balangir: 459
  6. Boudh: 57
  7. Cuttack: 570
  8. Deogarh: 102
  9. Dhenkanal: 33
  10. Gajapati: 125
  11. Ganjam: 198
  12. Jagatsinghpur: 21
  13. Jajpur: 321
  14. Jharsuguda: 411
  15. Kalahandi: 195
  16. Kandhamal: 54
  17. Kendrapada: 85
  18. Keonjhar: 148
  19. Khurda: 1408
  20. Koraput: 113
  21. Malkangiri: 34
  22. Mayurbhanj: 220
  23. Nawarangpur: 368
  24. Nayagarh: 160
  25. Nuapada: 304
  26. Puri: 514
  27. Rayagada: 151
  28. Sambalpur: 410
  29. Sonepur: 98
  30. Sundargarh: 745
  31. State Pool: 277

New recoveries: 4679
Cumulative tested: 10086656
Positive: 444194
Recovered: 380400
Active cases: 61698

ଏହା ସହ ସୁନ୍ଦରଗଡରୁ ୭୪୫, କଟକରୁ ୫୭୦, ପୁରୀରୁ ୫୧୪, ବଲାଙ୍ଗିରରୁ ୪୫୯, ବରଗଡରୁ ୨୪୩, ଅନୁଗୁଳୁରୁ ୪୧୯, ଝାରସୁଗୁଡାରୁ ୪୧୧, ସମ୍ବଲପୁରରୁ ୪୧୦, ନବରଙ୍ଗପୁରରୁ ୩୬୮, ଯାଜପୁରରୁ ୩୨୧, ନୂଆପଡାରୁ ୩୦୪, ଷ୍ଟେଟପୁଲରୁ ୨୭୭ ଚିହ୍ନଟ ହୋଇଛନ୍ତି ।

ସେହିପରି ମୟୂରଭଞ୍ଜରୁ ୨୨୦, ଗଞ୍ଜାମରୁ ୧୯୮, କଳାହାଣ୍ଡିରୁ ୧୯୫, ନୟାଗଡରୁ ୧୬୦, ବାଲେଶ୍ୱରରୁ ୧୫୫, ରାୟଗଡାରୁ ୧୫୧, କେନ୍ଦୁଝରରୁ ୧୪୮, ଗଜପତିରୁ ୧୨୫, କୋରାପୁଟରୁ ୧୧୩, ଭଦ୍ରକରୁ ୧୦୩, ଦେବଗଡରୁ ୧୦୨, ସୁବର୍ଣ୍ଣପୁରରୁ ୯୮, କେନ୍ଦ୍ରାପଡାରୁ ୮୫, ବୌଦ୍ଧରୁ ୫୭, କନ୍ଧମାଳରୁ ୫୪, ମାଲକାନଗିରିରୁ ୩୪, ଢେଙ୍କାନାଳରୁ ୩୩, ଜଗତସିଂହପୁରରୁ ୨୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୪୪ ହଜାର ୧୯୪କୁ ବୃଦ୍ଧି ପାଇଛି । ୬୧ ହଜାର ୬୯୮ ଜଣ ଚିକିତ୍ସାଧୀନ ରହିଥିବା ବେଳେ ୩ ଲକ୍ଷ ୮୦ ହଜାର ୪୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.