ଲୋକସଭାର ପୂର୍ବତନ ବାଚସ୍ପତି ସୁମିତ୍ରା ମହାଜନଙ୍କ ପରଲୋକ

ନୂଆଦିଲ୍ଲୀ,(ବସୁନ୍ଧରା):ଲୋକସଭାର ପୂର୍ବତନ ବାଚସ୍ପତି ସୁମିତ୍ରା ମହାଜନଙ୍କ ପରଲୋକ ଘଟିଛି । କଂଗ୍ରେସ ନେତା ଶଶୀ ଥରୁର ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ଅତୀତରେ ତାଙ୍କ ସହ ଅନେକ ସକରାତ୍ମକ ଆଲୋଚନା ହୋଇଥିବା କଥା ଶଶୀ ଥରରୁ ଟ୍ୱିଟ କରିଛନ୍ତି । ଭଗବାନ ତାଙ୍କ ପରିବାର ଲୋକଙ୍କୁ ସାହାସ ଏବଂ ଶକ୍ତି ଦିଅନ୍ତୁ ବୋଲି ସେ ଉଲ୍ଲେଖ କରିଛନ୍ତି ।

୨୦୧୪ ମସିହାରେ ସେ ଲୋକସଭାକୁ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ୧୬ ତାମ ଲୋକସଭାର ବାଚସ୍ପତି ଭାବେ ସେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । ସେ ଇନ୍ଦୋରରୁ ୮ ଥର କ୍ରମାଗତ ଭାବେ ନିର୍ବାଚିତ ହୋଇଥିଲା ।

Leave A Reply

Your email address will not be published.