ଘୁଞ୍ଚିଲା ପିପିଲି ଉପନିର୍ବାଚନ ତାରିଖ।

ଭୁବନେଶ୍ୱର ,(ବସୁନ୍ଧରା) : ଘୁଞ୍ଚିଲା ପିପିଲି ଉପନିର୍ବାଚନ । ମେ’ ୧୩ ରେ ନିର୍ବାଚନ ହେବକୁ ଥିବାବେଳେ ଏହା ମେ’ ୧୬ ତାରିଖକୁ ଘୁଞ୍ଚାଯାଇଛି । ସେହିପରି ମେ’ ୧୯ରେ ଏହାର ଫଳାଫଳ ଘୋଷଣା କରାଯିବ । ୧୩ ତାରିଖରେ ଇଦି ପଡୁଥିବାରୁ ନିର୍ବାଚନ ଘୁଞ୍ଚାଯାଇଛି । ଏନେଇ ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହନୀ ।

Leave A Reply

Your email address will not be published.