ବିଜେପିରେ ଯୋଗ ଦେଲେ ପୁର୍ବତନ କଂଗ୍ରେସ ନେତ୍ରୀ ସ୍ମୃତିରେଖା ପାହି ।

ଭୁବନେଶ୍ୱର,(ବସୁନ୍ଧରା) : ଆଜି ବିଜେପିରେ ଯୋଗ ଦେଇଛନ୍ତି ପୁର୍ବତନ କଂଗ୍ରେସ ନେତ୍ରୀ ସ୍ମୃତିରେଖା ପାହି । ପିପିଲିରେ ନିର୍ବାଚନୀ ମାହୋଲ ଭିତରେ ସ୍ମୃତିରେଖା ଦଳ ପରିବର୍ତ୍ତନ କରିଛନ୍ତି । ଅନ୍ୟପଟେ ଆଜି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ମୃତ୍ୟୁ ହୋଇଥିବା ବେଳେ ନିର୍ବାଚନ ସ୍ଥଗିତ ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.