ସ୍ଥଗିତ ହେଲା ପିପିଲି ଉପନିର୍ବାଚନ । ନିର୍ବାଚନ କମିସନଙ୍କ ପକ୍ଷରୁ ଏନେଇ ସୁଚନା।

ଭୁବନେଶ୍ୱର ,(ବସୁନ୍ଧରା) : ସ୍ଥଗିତ ହେଲା ପିପିଲି ଉପନିର୍ବାଚନ । ନିର୍ବାଚନ କମିସନଙ୍କ ପକ୍ଷରୁ ଏନେଇ ସୁଚନା ଦିଆଯାଇଛି । କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ମୃତ୍ୟୁ ଏପରି ନିଷ୍ପତି ନେଇଛନ୍ତି ନିର୍ବାଚନ କମିସନର । କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ପରେ ପିପିଲିରେ ସାନି ଉପନିର୍ବାଚନ ତାରିଖ ଘୋଷଣା ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୁଚନା ଦେଇଛନ୍ତି । ଜିଲ୍ଲା ରିଟର୍ଣ୍ଣି ଅଫିସର୍ ଙ୍କ ରିପୋର୍ଟ ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.