ଭିଜିଲାନ୍ସ ଜାଲରେ ଧରା ପଡିଲେ ବାରଙ୍ଗ ତହସିଲଦାର।

କଟକ ,(ବସୁନ୍ଧରା): ଭିଜିଲାନ୍ସ ଜାଲରେ ଧରା ପଡିଲେ ତହସିଲଦାର ବିଚିତ୍ରାନନ୍ଦ ନାୟକ । ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କ ଗାଡ଼ିରୁ ୧ଲକ୍ଷ ୭ ହଜାର ଟଙ୍କା ଜବତ । ଗାଡ଼ିରୁ ଟଙ୍କା ମିଳିବା ନେଇ ସଠିକ୍ ଉତ୍ତର ଦେଇପାରୁ ନାହାଁନ୍ତି ତହସିଲଦାର । ବିଚିତ୍ରାନନ୍ଦ ନାୟକଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି ଭିଜିଲାନ୍ସ । ଏନେଇ କଟକ ଏସପି ଭିଜିଲାନ୍ସଙ୍କୁ ସୂଚନା ଦେଇଥିଲେ ।

Leave A Reply

Your email address will not be published.