କଂଗ୍ରେସ ଦଳ ପ୍ରାଥମିକ ପଦରୁ ଇସ୍ତଫା ଦେଲେ ସ୍ମୃତିରେଖା।

ଭୁବନେଶ୍ୱର,(ବସୁନ୍ଧରା): କଂଗ୍ରେସ ଦଳର ପ୍ରାଥମିକ ପଦରୁ ଇସ୍ତଫା ଦେଇଛନ୍ତି ସ୍ମୃତିରେଖା ପହି । ଯାଜପୁରର ଧର୍ମଶାଳା ନିର୍ବାଚନମଣ୍ଡଳୀରୁ ସାଧାରଣ ନିର୍ବାଚନରେ କଂଗ୍ରେସ ପାର୍ଥ୍ରୀ ଭାବେ ଲଢିଥିଲେ । ସେ ତାଙ୍କ ଇସ୍ତଫା ପତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପଠାଇ ଦେଇଛନ୍ତି । ଅନେକ ସମୟରେ ଦଳ ତାଙ୍କୁ ସହଯୋଗ କରି ନଥିବା ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି ସ୍ମୃତିରେଖା ପହି ।

Leave A Reply

Your email address will not be published.