କଳାହାଣ୍ଡି,(ବସୁନ୍ଧରା): ବୁଢ଼ୀପଦର ବଜରଙ୍ଗବାଲି କ୍ଲବ କ୍ରିକେଟ ଉଦଯାପନୀ, ଛେଲିଆମାଳ vs ତୁକଳା ଛେଲିଆମାଳ 115ରନ 12 ଅଭର ରେ କରି ବିଜୟ ଲାଭ, ତୁକଳା 72 ରନ୍ ରେ ଅଲଆଉଟ ହୋଇ ପରାଜୟ ହୋଇଛି।

ମୁଖ୍ୟଅତିଥି ଶ୍ରୀ ଅଭିମନୁ ବେଶ୍ର ସରପଞ୍ଚ, ସାନମାନିତା ଅତିଥି ବିଶିଷ୍ଟ ଶିଳ୍ପପତି ଶ୍ରୀ ଦୀନବନ୍ଧୁ ସାହୁ, ଅନ୍ୟତମ ଅତିଥି ଛାତ୍ର ବିଜେଡି ଜିଲ୍ଲା ଉପ-ସଭାପତି ଶ୍ରୀ ନୀଳାମ୍ବର ସାହୁ, ଶ୍ରୀ ସୁମଲ ବାଗ ସମିତି ସଭ୍ୟ, ଶ୍ରୀ ଧରଣୀ ନାଏକ ନାଏବ ସରପଞ୍ଚ,ଶ୍ରୀ ଦଧିରାମ ସାହୁ ବରିଷ୍ଠ ବିଜନେସମେନ, ଶ୍ରୀ ଦୟାନିଧି ସାହୁ ଯୋଗାଣ ସହାୟକ।

ଶ୍ରୀ କ୍ଷୀରାଦି ଶବର, ଶ୍ରୀ ଶ୍ୟାମ ହେର୍ଣ୍ଣା,ଶ୍ରୀ ଜଳନ୍ଧର ସାହୁ, ଶ୍ରୀ କୈଳାଶ ସାହୁ ବଜରଙ୍ଗ ବାଲି କ୍ଲବ ର ବରିଷ୍ଟ ସଦସ୍ୟ ବୃଦ୍ଧ ଶ୍ରୀ ପିଣ୍ଟୁ ସାହୁ, ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମାଝୀ, ଶ୍ରୀ ପୂର୍ଣ୍ଣ ନାଗ, ନୀଳଚକ୍ର, ଜିତେନ୍ଦ୍ର ଶବର,ମିଥୁନ, ସନ୍ତୋଷ,ବିକାଶ ସମସ୍ତେ ଉପସ୍ଥିତ ଥିଲେ ।
କଳାହାଣ୍ଡି ରୁ ରଞ୍ଜନ କୁମାର ସାହୁ ଙ୍କ ରିପୋର୍ଟ।