କେସିଙ୍ଗାରେ ବୋରିଆ ମଣ୍ଡଳ ବିଜେପି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ।

କଳାହାଣ୍ଡି,(ବସୁନ୍ଧରା): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଧୀନସ୍ଥ ବୋରିଆ ମଣ୍ଡଳ ବିଜେପି କାର୍ଯ୍ୟାକାରେଣି ବୈଠକ ଗତ ତା ୧/୪/୨୦୨୧ ରିଖ କାଣ୍ଡେଲ ବର ଘାଟ ବରଗଛ ମୂଳରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ମଣ୍ଡଳ ସଭାପତି ଅଶୋକ କୁମାର ପୋଡ଼ଙ୍କ ସଭାପତିତ୍ୱରେ ସଭକାର୍ଯ୍ୟ ଆରମ୍ବ ହୋଇଥିଲା । ପୂର୍ବତନ କେସିଙ୍ଗା ବ୍ଳକ ସଭାପତି ବନସିପାଣି ସାହା , ଶସାଙ୍କ ମହଲା , ଦୟାନିଧୀ ନାଏକ , ଭାଗିରଥି ପାଢ଼ୀ ,ସାଧାରଣ ସଂପାଦକ ଜିଲ୍ଲା କାର୍ଯ୍ୟ କାରିଣୀ ସଦାସ୍ୟା ପ୍ରତାପ ବାଗ , ବରିଷ୍ଠନେତା ମାଂନ୍ଧତା ପୁଟେଲ , ଗନେଶ୍ୱର ରଣା ।

ମଣ୍ଡଳ ସଂପାଦକ ଗୁଣ ନିଧି ଭାଟି , ବିକାଶ ପ୍ରଧାନ , ଟୁକୁରାମ ସାହୁ , ସଞ୍ଜୟ ପ୍ରଧାନ , ନରେଶ ସାହୁ , କୈଲାଶ ତାଣ୍ଡି , ଦେଵକି ସିନ୍ଦୂର , ରୁପେନ୍ଦ୍ର କହଁର , ଚୂଡ଼ାମଣି ମାଝୀ , ଲାବଣ୍ୟ ସାହୁ , ଓବିଶି ମୋର୍ଚ୍ଚା ସଭାପତି ନାରାୟଣ ଖର ସେଲ , କୃଷକ ମୋର୍ଚା ସଭାପତି ଭୂତେଶ୍ୱର ବାଗ । ଜିଲ୍ଲା ମହିଲମୋର୍ଚା ସଂପାଦିକା ତିବାଣୀ ଦୁର୍ଗା ଉପସ୍ତିତ ରହି ସରକାରଙ୍କର୍ କୋଭିଡ ନିୟମକୁ ମାନି ସାନିଟାଇଜର ଓ ମାକ୍ସ ବ୍ୟବହାର କରିବା ସହିତ ସମଦୁରତା ରକ୍ଷାକରି । ସମସ୍ତ ମଣ୍ଡଳରେ ବିଜେପକୁ ଶକ୍ତି ଶାଲୀ କରିବାକୁ ଆହ୍ୱାନଦେଇଥିଲେ । ସଭା ଶେଷରେ ଧନ୍ୟବାଦଦେଇ ସଭାକାର୍ଯ୍ୟ ଭଂଗ ହୋଇଥିଲା ।

କଳାହାଣ୍ଡିରୁ ନୃପରାଜ ସାହୁକଙ୍କ ରିପୋର୍ଟ ବସୁନ୍ଧରା ନିଉଜ ଓଡ଼ିଶା ।

Leave A Reply

Your email address will not be published.