ମାହାଙ୍ଗାରେ ବିନୋଦ ବିହାରୀ ବିଦ୍ୟାମନ୍ଦିରର ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା


କଟକ,(ବସୁନ୍ଧରା): ମାହାଙ୍ଗା ବିନୋଦ ବିହାରୀ ବିଦ୍ୟାମନ୍ଦିରର ପ୍ରଧାନ ଶିକ୍ଷକ ବୀରବର ସ୍ଵାଇଁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି ।

ବୁଧବାର ଦିନ ଏହି ସମ୍ବର୍ଦ୍ଧନା ଉତ୍ସବ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସମୀତି ଅଧ୍ୟକ୍ଷ, ମାହାଙ୍ଗା ଛାତ୍ର ବିଜେଡି ସଭାପତି ଶରତ ରାଉତ, ସମସ୍ତ ଶିକ୍ଷକ ଓ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ।

ଏହି ଅବସର ସମ୍ବର୍ଦ୍ଧନାକୁ ଦେଖିଲେ ଜଣାପଡୁଥିଲା ଛାତ୍ରଛାତ୍ରୀ ଓ ସମସ୍ତ ଶିକ୍ଷକଙ୍କ ପ୍ରଧାନ ଶିକ୍ଷକଙ୍କ ପ୍ରତି ଥିବା ଭଲପାଇବା ଓ ସମ୍ମାନ ।

Leave A Reply

Your email address will not be published.