ରବି ଋତୁରେ ଚାଷୀଙ୍କ ଆକାଉଣ୍ଟକୁ ଗଲା “କାଳିଆ “ଟଙ୍କା ।

ଭୁବନେଶ୍ୱର,(ବସୁନ୍ଧରା):ରବି ଋତୁ ପାଇଁ ରାଜ୍ୟ ର ଚାଷୀ ମାନଙ୍କ ଆକାଉଣ୍ଟ କୁ ଗଲା “କାଳିଆ “ଟଙ୍କା । ନୂଆ ଆର୍ଥିକ ବର୍ଷ ରେ କାଳିଆ ଯୋଜନାରୁ କାମ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ୩୪ ଲକ୍ଷ ରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ଗଲା ୬୯୩.୯୪ କୋଟି ଟଙ୍କା। ପ୍ରତି ଚାଷୀଙ୍କ ଆକାଉଣ୍ଟ କୁ ଗଲା ୨ହଜାର ଟଙ୍କା ରବି ଋତୁ ପାଇଁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଗଲା ।

Leave A Reply

Your email address will not be published.