କେସିଙ୍ଗା ବ୍ଳକର ଗାଁସାଥୀ ବୈଠକ ଅନୁଷ୍ଠିତ।

କଳାହାଣ୍ଡି (ବସୁନ୍ଧରା) କଳାହାଣ୍ଡି ଜିଲ୍ଲା କେସିଙ୍ଗା ନିୟନ୍ତ୍ରିତ ବଜାର କମିଟି ମଣ୍ଡପରେ ତା୨୮/୩/୨୦୨୧ ରିଖ ଦିନ କେସିଙ୍ଗା ବ୍ଲକ ଗାଁ ସାଥୀର୍ ଏକଜରୁରୀ କାଲିନ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଗାଁ ସାଥି ବ୍ଳକ ସଭାପତି ଶ୍ରୀଯୁକ୍ତ ସୁକାନ୍ତ କୁମାର ପଧାନ କଂ ସଭାପତିତ୍ବରେ ସଭାକାର୍ଯ୍ୟ ଆରମ୍ବ ହୋଇଥିଲା ।

କେସିଙ୍ଗା ବ୍ଳକର୍ ୨୬ ଟି ଗ୍ରାମପଞ୍ଚାୟତର୍ ଗାଁ ସାଥୀ (ମେଟ) ମାନଙ୍କର ଉପସ୍ତିତ ହୋଇଥିଵାରୁ । ଶ୍ରୀ ପଧାନ ନିଜ ନିଜର ପରିଚୟ ପ୍ରଦାନ କରିବା ପାଇଁ ନିବେଦନ କରିଥିଲେ ଓ ନୂତନ କମିଟି ଗଠନ କରିବାପାଈଁ ନିଵେଦନ କରିଥିଲେ । ଶ୍ରୀଯୁକ୍ତ ଵନବିହାରି ସାହୁ । ତପିମଣି ହରିଜନ କୁ ନୂତନ କମିଟି ଉପରେ ମାର୍ଗଦର୍ଶକ ପାଇଁ ସୁଯୋଗ ଦେଇଥିବାରୁ ।

ଶ୍ରୀ ବନବିହାରି ସାହୁ ଜିଲ୍ଲା କମିଟି ଓ ରାଜ୍ୟ କମିଟି କୁ ଉଚ୍ଚନ୍ୟାୟ ଲୟରେ ଆଶ୍ରୟ ନେଇଥିବାରୁ ଆମେସମସ୍ତେ ଏକଜୁଟ ହୋଇ ଜିଲ୍ଲା କମିଟି ଓ ରାଜ୍ୟ କମିଟି ସହଯୋଗ କରିବାପାଇଁ ନିବେଦନ କରିଥିଲେ । ଶ୍ରୀ ପଧାନ ନୂତନ କମିଟି ଗଠନ କରିବାପାଇଁ ନିବେଦନ କରିବାସହ ସମସ୍ତଙ୍କର୍ ମତମତ ଲୋଡ଼ିଥିଲେ । ନୂତନ କମିଟି ସମସ୍ତଙ୍କ ଉପସ୍ତିତିରେ ଚୟନ କରାଯାଇଥିଲା । ସଭାପତି ଶ୍ରୀଯୁକ୍ତ ସୁକନ୍ତ କୁମାର ପଧାନ । ଉପସଭାପତି ଦେବେନ୍ଦ୍ର କୁମାର ସାହୁ । ଶଶୀଧର ନାଏକ । ଅମିନା ହିଁଆଲ । ସଂପାଦକ ବନବିହାରି ସାହୁ । ସହ ସଂପାଦକ ବିଦୁତ ଲତା ଜାଲ । ତପିମଣି ହରିଜନ । କୋଷା ଦକ୍ଷ ତଋଣ ସେନ ରଣା । ଦେବେନ୍ଦ୍ର କୁମାର ପ୍ରଧାନ ସମେତ ସତାଧିକ ପରୁଷ ମହିଳା ଉପସ୍ଥିତରହି ।

ସରକାରଙ୍କ କୋଭିଡ ନୀୟମକୁ ମାନି ସାନିଟାୟିଜର ବ୍ୟବହାର କରିବା ସହିତ ସମଦୁରତା ରକ୍ଷ୍ୟା କରିଥିଲେ ।ଶଭାଶେଷରେ ଉପସ୍ତିତ ହୋଇଥିବା କର୍ମକର୍ତା କୁ ଧନ୍ୟବାଦ ଦେଇ ସଭା କାର୍ଯ୍ୟ ଭଙ୍ଗ ହୋଇଥିଲା ।

କଳାହାଣ୍ଡିରୁ ନୃପରାଜ ସାହୁଙ୍କ ରିପୋର୍ଟ ବଷୁନ୍ଧରା ନିୟୁଜ ଓଡ଼ିଶା ।

Leave A Reply

Your email address will not be published.