କଶୃପଡା ମଣ୍ଡଳ ବିଜେପି କାର୍ଯ୍ୟ କାରିଣୀ ପ୍ରଥମ ବୈଠକ ।

କଳାହାଣ୍ଡି,(ବସୁନ୍ଧରା): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ ଅନ୍ତର୍ଗତ କଶୃପଡା ଶିବମନ୍ଦିର କଲ୍ୟାଣ ମଣ୍ଡପଠାରେ ଗତ କାଲି ତା ୨୭/୩/୨୦୨୧ ରିଖ କେସିଙ୍ଗା ବ୍ଲକ ନଂ ୧ ଜୁନ କଶୃପଡା ମଣ୍ଡଳର୍ ବିଜେପି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକରେ ମଣ୍ଡଳ ସଭାପତି ହେମପୁଜାରୀ ଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ବ ହୋଇଥିଲା ।

ଉକ୍ତ ବୈଠକରେ ମୁଖ୍ୟ ଅତିଥି ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟା । ତଥା କଲାହାଣ୍ଡି ଜିଲ୍ଲା ଅଧକ୍ଷା ନମିତାରାଣୀ ସାହୁ । ଉପସଭାପତି ଅନିରୁଦ୍ଧ ପ୍ରଧାନ । ପ୍ରଶାନ୍ତ ସାହୁ । ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ଘନଶ୍ୟାମ ଗହୀର । ସରୋଜ ସେଠ । ନିତ୍ୟାନନ୍ଦ ସାହୁ । ଶିତରାମ ନାୟକ । ପୁରନ୍ଦର ରଣା ।

ଜିଲ୍ଲା ପ୍ରତିନିଧୀ ଜୀତ ସାହୁ ସମେତ ପ୍ରମୁଖ କାର୍ଯ୍ୟ କର୍ତା ଯୋଗଦେଇ ଆଗାମୀ ଦିନରେ ସଂଙ୍ଗଠନଙ୍କୁ ତୃଣମୂଳ ସ୍ଥରରେ ମଜଭୁତ କରିବା । ଏବଂ ଶକ୍ତିଶାଳୀ କରିବାପାଇଁ ଅତିଥିମାନେ ମାର୍ଗଦର୍ଶନ କରିଥିଲେ । ସଧାରଣ ସଂପାଦକ ଋତୁପୁର୍ଣ ସାହୁ । ଛବିନ୍ଦ୍ର ସାହୁ ମଞ୍ଚ ପରିଚାଳନା କରିଥିଲେ । ଏଥିରେ ଯୁବମୋର୍ଚ୍ଚା ସଭାପତି ଲଳିତ ଭୋଇ । କୃଷକମୋର୍ଚ୍ଚା ସଭାପତି ତସୀଲ ସାହୁ । ମହିଲାମୋର୍ଚା ସଭାନେତ୍ରୀ ପ୍ରତିମା ସାହୁ ଆଦିବାସୀ ମୋର୍ଚ୍ଚା ସଭାପତି ତନ୍ନମୟ ମାଝୀ । ହରିଜନମୋର୍ଚ୍ଚା ସଭାପତି ସନ୍ତୋଷ ସେଠୀ ।

ଗଣ୍ଡାଲାଲ ଭୋଇ । ପରମାନନ୍ଦ ରଣା । ସନ୍ୟାସୀ ବିଶି । ସନ୍ତୋଷ ପାଢ଼ୀ । ଉମକାନ୍ତ ସାହୁ ।ହିମାଂଶୁ ସାହୁ । ରମେଶ ସାହୁ । ଐଶ୍ୱର୍ଯ୍ୟ ରଣା । ସୁଦାମ ବାରିକ । ନୀଳମାଧବ ଭୋଇ । ହୃଦାନନ୍ଦ ସାହୁ ସମେତ ଭହୁ ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତା ଯୋଗଦେଇ ସରକାରଙ୍କ ର୍କୋଭିଡ ନିୟମକୁ ମାନି ସାନିଟାୟିଜର ବ୍ୟବହାର ସହିତ ସମଦୁରତା ରଖ୍ୟାକରି ସଭା କାର୍ଯ୍ୟକୁ ଆଗକୁ ବଢ଼ାଇ ଥିଲେ । ସଭାକାର୍ଯ୍ୟ ଶେଷରେ ଧନ୍ୟବାଦଦେଇ ସଭାଭଙ୍ଗ କରାଜାଇଥିଲା।

କଳାହାଣ୍ଡିରୁ ନୃପରାଜ ସାହୁଙ୍କ ରିପୋର୍ଟ ଵଷୁନ୍ଧରା ନିୟୁଜ ଓଡ଼ିଶା ।

Leave A Reply

Your email address will not be published.