ଭମରମାଲ ପଥର୍ଲା ଶୈବପିଠରେ ଯାଦବ ସମାଜର ଆଦର୍ଶ ବିବାହ କଲେ ନବଦମ୍ପତି ।

କଳାହାଣ୍ଡି,(ବସୁନ୍ଧରା): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ ଅନ୍ତର୍ଗତ ଭମରମାଲ ପଥର୍ଲା ଶ୍ରୀ ଶ୍ରୀ ବିଶ୍ବନାଥ ମହାପ୍ରଭୁଙ୍କ ଶୈବପିଠ ଠାରେ ତା ୨୪/ ୩/ ୨୦୨୧ ରିଖ କେସିଙ୍ଗା ବ୍ଳକ ଯାଦବ ସମାଜର ଆଦର୍ଶ ବିବାହ ଦେଖିବାକୁ ମଳିଥିଲା । ସିରୋଳ ଆଞ୍ଚଳିକ ଯାଦବ ସମାଜ ପଖ୍ୟରୁ ଅନୁଷ୍ଠିତହୋଇଥିଲା ।

ପୋଡଖମ ଗ୍ରାମର ଶ୍ରୀଯୁକ୍ତ ଚଞଳ ଛତରଙ୍କ ପ୍ରଥମକନ୍ୟା ମେନକା ଛତର ଓ ଲାଜିଗଡ ରୋଡ ଶ୍ରୀଯୁକ୍ତ ଅର୍ଯୁନ ଗହୀରଙ୍କ ପୁଅ ଯୋଗେଶ୍ବର ଗହୀରଙ୍କ ସହିତ ମେନକା ଗହୀର ଙ୍କ ଯାଦବ ସମାଜର ରିତି ନିତି ଅନୁଯାୟୀ ବୈଦିକ ବିବାହ ମୋତେ ପଥର୍ଲା ଶ୍ରୀଶ୍ରୀ ବିଶ୍ବନାଥ ଶୈବପିଠରେ ଅନୁଷ୍ଠିତ ହୋଇଥିଲା ।

କେସିଙ୍ଗା ବ୍ଳକ ଯାଦବ ସମାଜର ସଭାପତି ଶ୍ରୀଯୁକ୍ତ ପନ୍ନାଲାଳ ବେମାଳ । ସାଧାରଣ ସମ୍ପାଦକ ଘନଶ୍ୟାମ ଗହୀର । ଯୁଗ୍ମ ସମ୍ପାଦକ ପୁରୁଷୋତ୍ତମ ନାଏକ । କୋଷାଧ୍ୟକ୍ଷ ପ୍ରସାନ୍ତ ପୋଡ । ସିରୋଳ ଆଞଲିକ ଯାଦବ ସମାଜର ସଭାପତି ଶୀଯୁକ୍ତ ଜଗନ୍ନାଥ ବାଗ ।

ସମ୍ପାଦକ ଧନୁର୍ଜୟ ବଛା । କଶୃପଡା ଆଞଲିକ ଯାଦବ ସମାଜର ସଭାପତି ଖୀରସିନ୍ଧୁବିଶି ଲାଜିଗଡ ରୋଡ ଯାଦବ ସମାଜର ସଭାପତି ପୁର୍ଣ୍ଣଚନ୍ଦ୍ର ଗୌଡ । ଖେଡୁ ଗହିର ନାଭା ଗହୀର । ଭାଦ୍ରଜିତ ବାଗ ପ୍ରମୁଖ ସମେତ ଉପସ୍ତିତ ରହି ବିବାହ କାର୍ଯ୍ୟ ସମାପନ କରିଥିଲେ ।

ବରପକ୍ଷ ଓ କନ୍ୟା ପକ୍ଷ ଉଭୟଙ୍କ ମଧ୍ୟରେ । ହଷ ଖୁସି ନାଚଗୀତରେ ଫାଟିପଡୁ ଥିଲା ମନ୍ଦିର ପରିସର । ନାଚ ଗୀତକୁ ଆନନ୍ଦରେ ଉପଭୋଗ କରିଥିଲେଦର୍ଶକ । ପୌରହିତ ବୈକୁଣ୍ଠ ବାହିନୀପତି କେସିଙ୍ଗାଙ୍କ ପରାମର୍ଷ କ୍ରମେ ବିଭାହ କାର୍ଯ୍ୟ ସମାପନ ହୋଇଥିଲା ।

ସତାଧିକ ପୁରୁଷ ମହିଳାଙ୍କ ଉପସ୍ଥିତୀରହି ନବଦମ୍ପତିଙ୍କୁ ଶୁଭାର୍ଶୀବାଦ ପ୍ରଦାନ କରିବାସହିତ ହରହର ମହାଦେବଙ୍କୁ ଭକ୍ତିପୁଷ୍ପାଞ୍ଜଳିରେ । ନବଦମ୍ପତିଙ୍କୁ ଦିର୍ଘାୟୁ କାମନାକରୀ । ହରୀବୋଲ ହୁଳହୁଳି ଦେଇ ନବଦମ୍ପତିଙ୍କୁ ବିଦାୟ ଦେଇଥିଲେ ।

କଳାହାଣ୍ଡିରୁ ନୃପରାଜ ସାହୁ ଙ୍କ ରିପୋର୍ଟ ବସୁନ୍ଧରା ନିୟୁଜ ଓଡିଶା ।

Leave A Reply

Your email address will not be published.