କଟକ ,(ବସୁନ୍ଧରା) :କୋଭିଡ୍ ଗାଇଡଲାଇନ୍ ଅମାନ୍ୟ ଅଭିଯୋଗରେ କଟକ ଚଣ୍ଡୀଛକରେ ଥିବା କୋଚିଂ ସେଣ୍ଟର ସିଲ୍ କରାଯାଇଛି । ଗୋଟିଏ କ୍ଲାସରୁମରେ ଅଧିକ ସଂଖ୍ୟକ ପିଲା ଥିଲେ ବୋଲି ଅଭିଯୋଗ କରାଯାଇଥିଲା ।
ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତା ନିୟମ ମଧ୍ୟ ଅମାନ୍ୟ କରାଯାଉଥିବାର ଅଭିଯୋଗ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.
Next Post