କଳାହାଣ୍ଡି,(ବସୁନ୍ଧରା) :କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ ଅନ୍ତର୍ଗତ ଭମରମାଲ ପଥର୍ଲା ବତ୍ସ୍ୟହଳଦିଆ ସାହୁସମାଜ ଶୀ ଯୁକ୍ତ ଭୁବନେଶ୍ୱର ସାହୁ ଙ୍କ ତୃତୀୟ କନ୍ୟା ଅଷ୍ଟମୀ ସହିତ ଜୟପାଟଣା ବ୍ଳକ ନୀବାଶୀ

ଜୟପାଟଣା ଗାନ୍ଧୀଗ୍ରାମ ପଡା ବରପାତ୍ର ବଳରାମ ସାହୁ ଙ୍କ ଶ୍ରୀ ଶ୍ରୀ ବିଶ୍ବନାଥ ମହାପ୍ରଭୁଙ୍କ ଶୈବପିଠରେ ଭମରମାଲ ପଥର୍ଲା ଠାରେ ତା ୨୫/ ୩/ ୨୦୨୧ ରିଖ ବୈଦିକ ରୀତି ନୀତିରେ ପୌରହିତ ବୈକୁଣ୍ଠ ବାହୀନିପତି ଙ୍କ କେସିଙ୍ଗା ବଗାଡ ନିର୍ଦ୍ଦେଶ କ୍ରମେ ସତାଧିକ ପୁରୁଷ ମହିଳାଙ୍କ ଉପସ୍ଥିତୀରହି ନବଦମ୍ପତିଙ୍କୁ ଶୁଭାର୍ଶୀବାଦ ପ୍ରଦାନ କରିବାସହିତ ଭକ୍ତିପୁଷ୍ପାଞ୍ଜଳିରେ ନବଦମ୍ପତିଙ୍କୁ ହରୀବୋଳ ହୁଳହୁଳି ଦେଇ ବିଦାୟ ଦେଇଥିଲେ ।
କଳାହାଣ୍ଡିରୁ ନୃପରାଜ ସାହୁ ଙ୍କ ରିପୋର୍ଟ ବସୁନ୍ଧରା ନିୟୁଜ ଓଡିଶା ।