ନଦୀରେ କାକୁଡି ଚାଷ କରି ଜୀବିକା ନିର୍ବାହ କରୁଛନ୍ତି ବାହାଦୁର ପଦର ଗ୍ରାମବାସୀ।

କଳାହାଣ୍ଡି,(ବସୁନ୍ଧରା):କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକର ପଥଲା ଗ୍ରାମପଞ୍ଚାୟତର ବହାଦୁର ପଦର ଗ୍ରାମରେ ବୋହି ଯାଉଥିବା ତେଲ ନନ୍ଦୀ କୂଳରେ ବହାଦୁର ପଦରର ଶହେରୁ ୬୦% ପରିବାର ଲୋକେ ପାଖାପାଖି ୦୨ କି. ମି ,ତେଲ ନଦୀ କୂଳରେ କାକୁଡି,ଟମାଟୋ, ବାଇଗଣ, ତରଭୁଜ, ତେଣ୍ଡା… ଇତ୍ୟାଦି ଚାଷ କରି ଜୀବିକା ନିର୍ବାହ କରୁଛନ୍ତି।

ଏହା ଅନେକ ପୂର୍ବରୁ ଗ୍ରାମ ବାସୀ ମାନେ କାକୁଡି ଚାଷ କରି ଆସୁଛନ୍ତି, ଗ୍ରାମବାସୀ ମାନେ ନଦୀ କୂଳରେ ଚାଷ କରି ସ୍ଥାନୀୟ କେସିଙ୍ଗା,ଭବାନୀପାଟଣା, ଟିଟିଲାଗଡ଼, ସହରର ବଜାରରେ ବିକ୍ରି କରି ସ୍ୱାବଲମ୍ବୀ ହେଉଛନ୍ତି,ଏ ବର୍ଷ ନଦୀରେ ପାଣି ଅଭାବରୁ ଅନେକ ଚାଷୀ ହନ୍ତସନ୍ତ ହେଉଛନ୍ତି।

Leave A Reply

Your email address will not be published.

eighteen + 1 =