କମିଶନରେଟ ପୋଲିସ ପକ୍ଷରୁ କଙ୍କାଳର ସ୍କେଚ୍ ଜାରି ।

ଭୁବନେଶ୍ୱର,(ବସୁନ୍ଧରା): ଭୁବନେଶ୍ୱର ଯାଁଳା ଫାଣ୍ଡି ପରିସର କାରରୁ କଙ୍କାଳ ମିଳିବା ଘଟଣାରେ ଆସିଛିି ବଡ ଖବର । କଙ୍କାଳକୁ ଆଧାର କରି ଜାରି ହୋଇଛି ସ୍କେଚ୍, ଯାହାକୁ ସର୍ବସାଧାରଣରେ ଲଗାଯିବ । କମିଶନରେଟ ପୋଲିସ ପକ୍ଷରୁ କଙ୍କାଳର ସ୍କେଚ୍ ଜାରି ହୋଇଛି । ସ୍କେଚ୍ ମାଧ୍ୟମରେ ମହିଳାଙ୍କ ପରିଚୟ ଓ ମୃତ୍ୟୁର ପଦ୍ଧତି ଜାଣିବାକୁ ପୋଲିସ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ବେଙ୍ଗାଲୁରୁର ବିଶେଷଜ୍ଞଙ୍କ ଦ୍ୱାରା ଏହି ସ୍କେଚ୍ ପ୍ରସ୍ତୁତ ହୋଇଛି । ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.