କଳାହାଣ୍ଡି,(ବସୁନ୍ଧରା): କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଇନ୍ଦ୍ରାବତୀ ମୁଖ୍ୟ କେନାଲ ଆଜି ଭାଙ୍ଗିପଡିଛି । ଜୟପାଟଣା ବ୍ଲକ ଗୁନଗୁନିଆ ନିକଟରେ ୧୨ ଫୁଟର ଘାଇ ସୃଷ୍ଟି ହୋଇଛି । ଇନ୍ଦ୍ରାବତୀ ବାମ କେନାଲରେ ଇନ୍ଦ୍ରାବତୀ ବାମ କେନାଲ ଭାଙ୍ଗିବାରୁ ଜମିରେ ପାଣି ମାଡି ବହୁ ରବି ଚାଷ ନଷ୍ଟ ହେବାର ଆଶଙ୍କା ରହିଛି । ଖବର ପାଇ ବିଭାଗୀୟ ଅଧିକାରୀମାନେ ଭାଙ୍ଗିଥିବା ସ୍ଥାନରେ ପହଞ୍ଚି ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.