ଏପ୍ରିଲ ୩ରେ ଓଡିଶା ଆସିବେ ଉପ ରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ।

ଭୁବନେଶ୍ୱର,(ବସୁନ୍ଧରା): କରୋନା ପ୍ରଭାବ ଏବେ ବି ଜାରି ରହିଛି । ଏହାରି ମଧ୍ୟରେ ଆସନ୍ତା ଏପ୍ରିଲ ୩ ତାରିଖରେ ଓଡିଶା ଆସିବେ ଉପ ରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ । ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଯୋଗଦେବେ । ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.