ଉଦ୍ଧବ ସରକାର ବଡ ନିଷ୍ପତ୍ତି ,ବଦଳିଲେ ମୁମ୍ବାଇ ପୋଲିସ କମିଶନର ।

ମୁମ୍ବାଇ,(ବସୁନ୍ଧରା): ଏଣ୍ଟିଲିଆ କେସର ଯାଞ୍ଚ ଚାଲିଥିବା ବେଳେ ମହାରାଷ୍ଟ୍ରର ଉଦ୍ଧବ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ହେମନ୍ତ ଦାଗରାଲେଙ୍କୁ ମୁମ୍ବାଇର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ଦିଆଯାଇଛି । ସଚିନ ଭାଜେଙ୍କ ଗିରଫଦାରୀ ପରେ ବିଦା ହୋଇଛନ୍ତି ପରମବୀର । ମହାରାଷ୍ଟ୍ର ହୋମଗାର୍ଡ ଡିଜି ଭାବେ ପରମବୀର ସିଂହଙ୍କ ବଦଳି ହୋଇଛି ।

Leave A Reply

Your email address will not be published.