କଳାହାଣ୍ଡିରେ ପୋଲିସ ମିତ୍ର ଫାଉଣ୍ଡେସନ ଅଫ୍ ଇଣ୍ଡିଆ ବୈଠକ ଅନୁଷ୍ଠିତ।

କଳାହାଣ୍ଡି (ବସୁନ୍ଧରା) କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ପୋଲିସ ମିତ୍ର ଫାଉଣ୍ଡେସନ ଅଫ୍ ଇଣ୍ଡିଆ ତରଫରୁ ତା ୧୪/୩/୨୦୨୧ ରିଖ ୧୦ ଘଣ୍ଟା ସମୟରେ ହୋଷ୍ଟେଳ ଭାଗରଥି ଇନ୍ ରେ ପୋଲିସ ମିତ୍ର ଚେୟାରମେନ ଶ୍ରୀମାନ ଶୁଳତାନ ଅହମଦ ଏବଂ ଭାଇଷ ଚେୟାରମ୍ୟାନ ଶ୍ରୀମତୀ ଶାନ ଅହମଦ ଯୋଗଦେଇ ।

ପୋଲିସ ମିତ୍ର ତରଫରୁ ସୟସହାୟକ ଗୋଷ୍ଟି । ସୋସିଆଲ ମିଡିଆ ରିପୋର୍ଟର ଉପରେ ମାନ ସମ୍ମାନ ସହିତ ସୟସହାୟକ ମହିଳା ମାନଙ୍କ ଉନ୍ନତିଦିଗରେ ଅଭିଭାଷଣ ରଖିଥିଲେ ଓ ସମଗ୍ର ଭାରତବର୍ଷରେ ସୟସହାୟକ ମହିଳାମାନେ କେମିତି ଭଳ ରୋଜଗାର କରି ବଞ୍ଚିପାରିବେ ସେଦିଗରେ ଦୃଷ୍ଟିଆକର୍ଷଣ କରିଥିଲେ ।

ପୋଲିସ ମିତ୍ରରେ ସାମିଳ ହେବାସହିତ ପୋଲିସ ହାତକୁ ମଜଭୁତ କରିବା ପାଇଁ ନିବେଦନ କରିଥିଲେ । ପୋଲିସମିତ୍ର ରାଷ୍ଟ୍ରପ୍ରଭାରୀ ଶ୍ରୀ ବଳବନ୍ତ ନାଏକ । ଓଡିଶା ପ୍ରଭାରୀ ଶଙ୍ଗ୍ରାମ କେଶରୀ ପାତ୍ର । କଲାହାଣ୍ଡି ଜିଲ୍ଲା ପ୍ରତିନିଧି ନୃପରାଜ ସାହୁଙ୍କ ସହଯୋଗକ୍ରମେ ।

ପୋଲିସ ମିତ୍ର ଫାଉଣ୍ଡେସନ ଅଫ୍ଇଣ୍ଡିଆ ସୁସାଇଟରେ ସାମିଲ ହୋଇଥିବା ସହଯୋଗୀ ବନ୍ଧୁମାନଙ୍କୁ । ଉପସ୍ତିତ ଶତାଧିକ ପୁରୁଷ ମହିଳା ସମେତ ମିଡ଼ିଆ ରିପୋର୍ଟର ସମୁଖରେ ସାଟିପିକେଟ ପ୍ରଦାନ କରାଜାଇଥିଲା ।

କଳାହାଣ୍ଡି ନୃପରାଜ ସାହୁଙ୍କ ରିପୋର୍ଟ ବସୁନ୍ଧରା ନିୟୁଜ ଓଡିଶା ।

Leave A Reply

Your email address will not be published.

fifteen + four =