ଖୋର୍ଦ୍ଧା ବରୁଣେଇ ପାହାଡ ନିକଟରେ ଥିବା ଜଙ୍ଗଲରେ ନିଆଁ ।

ଭୁବନେଶ୍ୱର,(ବସୁନ୍ଧରା): ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ଘଟଣାକୁ ନେଇ ରାଜନୈତିକ ପାଣିପାଗ ଗରମ ରହିଛି । ଏହି ସମୟ ରେ ଖୋର୍ଦ୍ଧା ବରୁଣେଇ ପାହାଡ ନିକଟରେ ଥିବା ଜଙ୍ଗଲରେ ନିଆଁ ଲାଗିଥିବାର ଖବର ଆସିଛି ।
ଗଡଖୋର୍ଦ୍ଧା ନିକଟରେ ଥିବା ଜଙ୍ଗଲ ଜଳୁଛି । ତେବେ ଜଙ୍ଗଲରେ କିପରି ନିଆଁ ଲାଗିଲା ତାହା ଏ ପର୍ଯ୍ୟନ୍ତ ଜଣାପଡି ପାରି ନାହିଁ । ଅନ୍ୟପଟେ ଜଙ୍ଗଲରେ ନିଆଁ ଲାଗିବା ଖବର ପାଇ ଖୋର୍ଦ୍ଧା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇବାକୁ ଚେଷ୍ଟା କରୁ

Leave A Reply

Your email address will not be published.