ସୋର ,(ବସୁନ୍ଧରା): ଏକ ଦୁଃଖଦ ଘଟଣା କ୍ରମେ ସୋରରେ ଯାତ୍ରୀବାହୀ ଘରୋଇ ବସ୍ ଓଲଟି ୨୦ ଯାତ୍ରୀ ଗୁରୁତର ହୋଇଥିବାର ସୂଚନା ମିଳିଛି । ସୋର ଥାନା ଛକ ନିକଟରେ ଚକାଡୋଳା ବସ ଓଲଟି ପଡିଛି । ଓଭରଟେକ୍ କରିବାକୁ ଯାଇ ଭାରସାମ୍ୟ ହରାଇ ଓଲଟି ପଡିଲା ଚକାଡୋଳା ବସ୍ । ବସ୍ ରେ ପ୍ରାୟେ ଷାଠିଏ ଜଣ ଯାତ୍ରୀ ଥିବାର ସୂଚନା ମିଲିଛି ।
Sign in
Sign in
Recover your password.
A password will be e-mailed to you.