ମହାଶିବରାତ୍ରି ଜାଗର ରାତ୍ରିରେ ଜଲିଲା ସ୍ବସ୍ତିକ ଦିପ ।

କଲାହାଣ୍ଡି,(ବସୁନ୍ଧରା):କଲାହାଣ୍ଡି ଜିଲ୍ଲା କେସିଙ୍ଗାବ୍ଳକ ଅନ୍ତର୍ଗତ ଭମରମାଲ ପଥର୍ଲା ଶ୍ରୀ ଶ୍ରୀ ବିଶ୍ଵନାଥ ମହାଦେବ ଶୈବପୀଠରେ ପାଳିତ ହୋଇଯାଇଛି ଯାଗରପର୍ବ । ଉକ୍ତ ଜାଗରପର୍ଵରେ ଉପସ୍ତିତ ଆଚାର୍ଯ୍ୟ ବୈକୁଣ୍ଠ ବାହିନୀପତି ଖୋର୍ଦ୍ଧା ଭୁଵନେଶ୍ବର ଙ୍କ ପରାମର୍ଷ କ୍ରମେ ରାତ୍ରି ଘ ୩/୧୫ମିରୁ ନିତି କାର୍ଯ୍ୟ ଆରମ୍ଭହୋଇଥିଲା ପ୍ରାତ ସୁର୍ଯ୍ୟୋଦୟପୁର୍ବରୁ ସତାଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ।

ମନ୍ଦିର ସମୁଖରେ ହରହର ମହାଦେବଙ୍କ ଜୟଧୁନୀ ସହିତ ହରିବୋଲ ହୁଳହୁଳିରେ କମ୍ପିଉଠିଥିଲା ମହି । ଆନନ୍ଦରେ ବିଭୋର ହୋଇ ପଡିଯାଇଥିଲେ । ବିଶ୍ବନାଥ ମହାପ୍ରଭୁଙ୍କ ଆଦ୍ୟ ସେବକ ନୃପରାଜ । ଉପସ୍ତିତ ଥିବା ସହ ସେଵକ ବୃନ୍ଦ କରୂଣା ସାହୁ ।

କୃତାଙ୍ଗ ସାହୁ । ମକରଧ୍ବଜ ସାହୁ ଙ୍କ ସମେତ ସଧ୍ୟା ୬ଟା ସମୟରେ ଦିପ ପ୍ରଜଲନ ସହିତ ପୌରହିତ ବୈକୁଣ୍ଠ ବାହିନୀପତି ଙ୍କ ନିର୍ଦ୍ଦେଶକ୍ରମେ ଶତରୁଦ୍ରାଭୀସେଖ ନିତି କାର୍ଯ୍ୟ ଆରମ୍ବ ହୋଇଥିଲା ।

ଶତରୁଦ୍ରାଭୀସେଖ କାର୍ଯ୍ୟ ସମାପନପରେ ରାତ୍ରୀ ୧୨ ଘଣ୍ଟା ପରେ ମହାଦିପ ଉଠିଥିଲା । ମହାଦିପ ଉଠିବା ପରେ ପୁର୍ବପରୀ ପ୍ରଭୁଙ୍କର ପ୍ରହର ନୀତିକାର୍ଯ୍ୟ ଯାରିରହିଥିଲା ।

ମନ୍ଦିର ପରୀଚାଳନା କମିଟି ସଭାପତି ଶ୍ରୀଯୁକ୍ତ ବୈବସୂତ ବାଗ କେସିଙ୍ଗା ଡୁମେରମୁଣ୍ଡା ଙ୍କ ପରାମର୍ଷରେ ସାନ୍ତି ଶୃଙ୍ଖଳା ସହିତ ସରକାରଙ୍କ କରୁଣାମହାମାରୀ କଟକଣାକୁ ଆଖି ଆଗରେ ରଖି ମାକ୍ସ ସାନୀଟାଈଜର ଯୋଗାଇଦେବା ସହ ସମ ଦୁରତା ରଖ୍ୟା କରୀବାକୁ ନିବେଦନ କରିଥିଲେ ଶ୍ରୀ ବାଗ ଏବଂ ଉପସ୍ତିତ ଭକ୍ତ ଟୁକୁରାମ ସାହୁ ।

ଡାକରୁଷି ସାହୁ । ବିଶେକ୍କନ ସାହୁ ବାଳସି ଗ୍ରାମର ହୋଇଥିବା ବେଳେ । ଡୁଲାମଣୀ ସାହୁ । ଭୂପିନ୍ଦ୍ର ସାହୁ ପଥର୍ଲା । ଅଶ୍ବିନୀ କୁମାର ସାହୁ ଭମରମାଲ ଉପସ୍ତିତ ହୋଇ ମହାଦିପ ଉଠିବା ପର୍ଯ୍ୟନ୍ତ ହରୀହର ନାମ ରସାମୃତ ପାନକରି ଘରବାହୁଡା ହୋଇଥିଲେ ।

କଲାହାଣ୍ଡିରୁ ନୃପରାଜ ସାହୁଙ୍କ ରିପୋର୍ଟ ବସୁନ୍ଧରା ନିୟୁଜ ଓଡିଶା ।

Leave A Reply

Your email address will not be published.