ଦିନ ୧୧ଟା ସମୟରେ ଉପସ୍ଥାପିତ ହେବ ପୁରୀ ଶ୍ରୀମନ୍ଦିରର ବାର୍ଷିକ ବଜେଟ୍ ।

ପୁରୀ,(ବସୁନ୍ଧରା): ଆଜି ଉପସ୍ଥାପିତ ହେବ ପୁରୀ ଶ୍ରୀମନ୍ଦିରର ବାର୍ଷିକ ବଜେଟ୍ । ଦିନ ୧୧ଟା ସମୟରେ ବସିବ ଅର୍ଥ ସବ୍ କମିଟି ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । କୋଭିଡ୍ କାରଣରୁ ଗତବର୍ଷ ବଜେଟ୍ ଉପସ୍ଥାପିତ ହୋଇପାରିନଥିଲା । ବଜେଟରେ କୋଭିଡ୍ କ୍ଷତିଭରଣାକୁ ଗୁରୁତ୍ୱ ଦିଆଯିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.