କେସିଙ୍ଗା ତେଲ୍ ନଦୀପୋଲ୍ ତଲକୁ ଖସିଲାକାର୍ ଅଳ୍ପକେ ବର୍ତିଲେ ଡ୍ରାଇଭର।

କଲାହାଣ୍ଡି,(ବସୁନ୍ଧରା):କଲାହାଣ୍ଡି ଜିଲ୍ଲା କେସିଙ୍ଗା ଗତ ତା ୭/୩/୨୦୨୧ ରାତ୍ରି ୯ ଘଣ୍ଟା ସମୟରେ ଲୁଥୁରବନ୍ଧ ଦେଇ କେସିଙ୍ଗା ଅଭିମୁଖେ ଯାଉଥିବା OD08 F 0050 ସୁଇପ ଡିଜାର କାର ଭାରସାମ୍ୟ ହରାଇ । କେସିଙ୍ଗା ତେଲ୍ ନଦୀ ୪୦ ଫୁଟ୍ ତଲକୁ ଖସିଲା କାର । ଅଳ୍ପକେ ବର୍ତିଲେ ଡ୍ରାଇଭର । ସୂଚନାଯୋଗ୍ୟ ଯେ OD08 F 0050 କାରଟି କେସିଙ୍ଗା ଫାୟଲ ମାଲିକଙ୍କ ବୋଲି ଜଣାପଡିଛି । ବର୍ତ୍ତମାନ କେସିଙ୍ଗା ପୋଲିସ ସୂତ୍ରରୁ ଏଯାଏଁ କିଛି ସୂଚନା ଜଣାପଡିନାହିଁ ।

କେସିଙ୍ଗା କଲାହାଣ୍ଡିରୁ ନୃପରାଜ ସାହୁଙ୍କ ରିପୋର୍ଟ ବସୁନ୍ଧରା ନିୟୁଜ ଓଡିଶା ।

Leave A Reply

Your email address will not be published.