ଏକତରଫା ପ୍ରେମରୁ ଗଲାଯୁବତୀଙ୍କ ମାର ଜୀବନ । ଯୁବତୀଜଣଙ୍କ କେସିଙ୍ଗା ସାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ।

କଲାହାଣ୍ଡି,(ବସୁନ୍ଧରା):କଲାହାଣ୍ଡି ଜିଲ୍ଲା କସିଙ୍ଗା ଥାନା ଅନ୍ତର୍ଗତ କର୍ଲାଖୁଟାଗ୍ରାମରେ । ଏକତରଫା ପ୍ରେମକାରଣରୁ ଜୁବତିଙ୍କୁ ଛୁରୀ ଧରି ହତ୍ଯାଉଦ୍ୟମରେ । ଯୁବତୀଙ୍କ ମା ପ୍ରତିବାଦ କରିବାବାରୁ । ଯୁବତୀଙ୍କ ମା କୁ ଗଲାକାଟି ହତ୍ୟାକରିବାରୁ ଘଟଣା ସ୍ଥଳରେ ମୃତ୍ୟୁ । ଯୁବତୀଙ୍କୁ ଗୁରୁତର ଅବସ୍ଥାରେ କେସିଙ୍ଗା ଗୋଷ୍ଟି ସାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟଯେ ତା ୮/୩/୨୦୨୧ ରିଖ ସୋମଵାର କର୍ଲାଖୁଟା ଗ୍ରାମରେ ଏକତରଫା ପ୍ରେମରୁ । ଘଟିଛି ଅଭାବନୀୟ ଘଟଣା । ଯୁବତୀ ଏବଂ ତାଙ୍କ ମା ପୋଖରୀରୁ ଗାଧୋଇସାରି ଫେରୁଥିବା ସମୟରେ ।

କଣ୍ଡେଲ ଗ୍ରାମପଞ୍ଚାୟତ ବର୍ତ୍ତମାନ ସମିତିସଭ୍ୟ ଶ୍ରୀଯୁକ୍ତ ଜଗବନ୍ଧୁ ନାଏକ ଙ୍କ ପୁଅ ଅଭିଯୁକ୍ତ ତିଳକର ନାଏକ । ଯୁବତିଙ୍କସହ ଦିର୍ଘଦିନଧରି ପ୍ରେମସର୍ପକ ରହିଥିଲା । କିଛି ଦିନ ତଲେ ଯୁବତୀଙ୍କ ବାପା ମା କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । ଉଭୟଙ୍କ ମଧ୍ୟରେ ମିଲାମିସା ନକରିବାକୁ ବାରଣ କରାଯାଇଥିଲା ।

ଏବଂ ଯୁବତୀଙ୍କ ବାପାଙ୍କ ମୁଖରୁ ଏସବୁ ଶୁଣିବାକୁ ମିଳିଥିଲା । ଅଭିଯୁକ୍ତ ଓ ଯୁବତୀଜଣକ ଗୋଟାଏ ଗ୍ରାମର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଅଭିଯୁକ୍ତ ଜଣକ ଏକତରଫା ପ୍ରେମକୁ ନେଇ । ପ୍ରତିଶୋଧ ପରାୟଣହୋଇ । ଏଭଳି ଘଟଣା ଘଟଇଥିବା ଜଣାପଡିଛି ।ଅଭିଯୁକ୍ତକୁ ଅଟକ ରଖି କେସିଙ୍ଗା ପୋଲିସ ତଦନ୍ତ ଯାରିରଖିଛି ।

କଲାହାଣ୍ଡିରୁ ନୃପରାଜ ସାହୁଙ୍କ ରିପୋର୍ଟ ବସୁନ୍ଧରା ନିୟୁଜ ।

Leave A Reply

Your email address will not be published.