ହୋଲି ଉତ୍ସବରେ ରାମାୟଣ ପାରାୟଣ ହେବାକୁ ଯାଉଛି କର୍ଲା ବାହାଲୀ ଗ୍ରାମରେ।

କଲାହାଣ୍ଡି,(ବସୁନ୍ଧରା):କଲାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଳକ ଅନ୍ତର୍ଗତ ମୁଁଡିଙ୍ଗ ଗ୍ରାମପଞ୍ଚାୟତ କର୍ଲାବାହାଲୀ ଗ୍ରାମରେ ଆସନ୍ତା ଇଂତା ୨୫/୩/୨୦୨୧ ରୁ ୨୯/୩/୨୦୨୧ ରିଖ ପର୍ଯ୍ୟନ୍ତ ରାମାୟଣ ପାରାୟଣ ହୋଲିଉତ୍ସବ ଉପଲକ୍ଷେ ସମସ୍ତ ଗ୍ରାମବାସୀ ଆବାଲ ବୃଦ୍ଧବନୀତା ଏକତ୍ରୀତ ହୋଇ ହରି ରାମନାମ ରଷାମୃତ ପାନକରିବା ସହିତ ଜଗତକଲ୍ୟାଣ ନିମନ୍ତେ ରାମାୟଣ ପାରାୟଣ ଅନୁଷ୍ଠିତହେବାକୁଯାଉଛି ଉକ୍ତ ବ୍ୟସ ସୁଶ୍ରୀ ପ୍ରୀତିଆଚାର୍ଯ୍ୟଙ୍କୁ ଆମନ୍ତ୍ରୀତ କରାଯାଇଛି ।

ଗ୍ରାମବାସୀଙ୍କ ସହମ୍ମତୀ କ୍ରମେ ଯଗ୍ୟକର୍ତା ବିବେଚିତ ହୋଇଥିବାବେଳେ ସଭାପତି ରୁପରେ ଶ୍ରୀ ପୁରହିତ ସାହୁଙ୍କୁ ମନୋନୀତ ହୋଇଥିବାବେଳେ ସମ୍ପାଦକ ଶୁଶାନ୍ତ ସାହୁ ମଧ୍ୟ ମନୋନୀତ ହୋଇଥିବାରୁ ସମସ୍ତ ଭଗବତପ୍ରେମୀ ଜୀଗ୍ୟାସୁ ସାଧୁସନ୍ଥ ମାନଙ୍କୁ ଆବାହନ କରିବାସହିତ ସ୍ଵାଗତ ଜଣାଇଛନ୍ତି ।

କଲାହାଣ୍ଡିରୁ ନୃପରାଜ ସାହୁଙ୍କ ରିପୋର୍ଟ ବସୁନ୍ଧରା ନିୟୁଜ ।

Leave A Reply

Your email address will not be published.