କଟକ ସିଏମସି ବିକାଶ ଭବନ ନିକଟ ଇଲେକ୍ଟିକାଲ ଗୋଦାମରେ ଅଗ୍ନିକାଣ୍ଡ ।

କଟକ,(ବସୁନ୍ଧରା): କଟକ ସିଏମସି ବିକାଶ ଭବନରେ ନିକଟ ଇଲେକ୍ଟିକାଲ ଗୋଦାମରେ ଅଗ୍ନିକାଣ୍ଡ । ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭା ଉଦ୍ୟମ ଜାରି ରହିଛି । ନିଆଁଲିଭା କାର୍ଯ୍ୟରେ ଗୋଟିଏ ଦମକଳ ନିୟୋଜିତ ହୋଇଛି ।

Leave A Reply

Your email address will not be published.