ସୋନପୁର,(ବସୁନ୍ଧରା): ଭିଜିଲାନ୍ସ ଜାଲରେ ଜଣେ ପ୍ରାଥମିକ ସ୍କୁଲ ଶିକ୍ଷକ ଫସିଛନ୍ତି । ସୋନପୁର ଜିଲ୍ଲା ପଥରଘାଟ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସରୋଜ ସାହୁଙ୍କ ନାମରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଛି । ସରୋଜଙ୍କର ବୀରମହାରାଜପୁର ଲାତୁରପେଟ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛି । ଭିଜିଲାନ୍ସ ଟିମର ଚଢ଼ାଉରେ ସରୋଜଙ୍କର ବାଘମାରିରେ ଏକ ବିଲଡିଂ, ଗୋଟିଏ ଚାରିଚକିଆ ଗାଡ଼ି, ଅନେକ ସ୍ଥାନରେ ପ୍ଲଟ ରହିଥିବା ଜଣାପଡ଼ିଛି ।
Sign in
Sign in
Recover your password.
A password will be e-mailed to you.
Prev Post