ଟିକା ନେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ବସୁନ୍ଧରା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଟିକା ନେଇଛନ୍ତି । ବିଧାନସଭା ପରିସରରେ ଥିବା ଡିସପେନସାରୀରେ ମୁଖ୍ୟମନ୍ତ୍ରୀ କୋଭାକ୍ସିନ ଟିକା ନେଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଟିକାକରଣ ପାଇଁ ଭୁବନେଶ୍ୱରରେ ୧୨ଟି ଟିକା କେନ୍ଦ୍ର ସ୍ଥାପନ କରାଯାଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କୋଭାକ୍ସିନ ଟିକା ନେବା ସହ ଦେଶରୁ କରୋନା ମୁକ୍ତ କରିବାକୁ ଆହ୍ୱାନ ଦେଇଛନ୍ତି ।

Leave A Reply

Your email address will not be published.