ପୋଲିସ ସେବାରୁ ଅବସର ନେଲେ ଡକ୍ଟର ସତ୍ୟଜିତ ମହାନ୍ତି ।

ଭୁବନେଶ୍ୱର,(ବସୁନ୍ଧରା): ପୋଲିସ ସେବାରୁ ଅବସର ନେଇଛନ୍ତି ଡକ୍ଟର ସତ୍ୟଜିତ ମହାନ୍ତି । ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ପଦରୁ ଅବସର ନେଇଛନ୍ତି ସତ୍ୟଜିତ । ଆସନ୍ତାକାଲି ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବେ । ତେବେ ୧୯୮୮ ବ୍ୟାଚର ଆଇପିଏସ ସତ୍ୟଜିତ ମହାନ୍ତି ପୋଲିସ କମିସନର ଓ ଡିଜିପି ମଧ୍ୟ ଥିଲେ ।

Leave A Reply

Your email address will not be published.

twelve − four =